15 COVID Positive cases confirmed today:
ଭୁବନେଶ୍ୱର ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ସ୍ତ୍ରୀ , ଝିଅ, ଭଡାଟିଆ ସହ ସାଙ୍ଗରେ ମିଶିଥିବା ମୋଟ ୭ ଜଣ କରୋନା ପଜେଟିଭ୍
ଭୁବନେଶ୍ୱର ଏପ୍ରିଲ ୦୪ – ଭୁବନେଶ୍ୱର ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଓ ତାଙ୍କ ଭଡାଟିଆଙ୍କ ସହ ତାଙ୍କ ସହ ମିଶିଥିବା ମୋଟ୍ ୭ ଜଣଙ୍କ ଶରୀରରେ କରୋନା ଭୁତାଣୁ ମିଳିଛି ଏହା ସହ ଭୁବନେଶ୍ୱର ବମିଖାଲର ୩ ଜଣ, ପୁରୀର ଜଣେ, ଯାଜପୁରର ଜଣେ, କଟକର ଜଣେ , ଭଦ୍ରକରୁ ୨ଜଣ କରୋନା ପଜେଟିଭ୍ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟରେ ଦର୍ଶାଯାଇଛି । ଏହା ସହ ଓଡ଼ିଶାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଗୋଟିଏ ଦିନରେ ୧୫ ଜଣଙ୍କ ଶରୀରରେ କରୋନା ସଂକ୍ରମଣ ଥିବା ଜଣା ପଡିଛି । ପ୍ରଥମ ଓ ଦ୍ୱିତୀୟ ବ୍ୟକ୍ତି ଭଲ ହୋଇ ଘରକୁ ଫେରିଥିବାବେଳେ ଅନ୍ୟ ମାନେ ଚିକିତ୍ସାଧୀନ ଅଛନ୍ତି ।
ଏହା ଜଣା ପଡିବା ପରେ ଭୁବନେଶ୍ୱର କଟକ ଓ ଭଦ୍ରକକୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
15 COVID Positive cases confirmed today:
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of Bhadrak (total positive cases in the State 20)

Comments