Posts

Showing posts with the label Corona App

COVID-19 App,Tracker,Odisha Report

Image
*ବିଶ୍ବରେ ପ୍ରଥମ ଲକ୍ଷେ ପଜିଟିଭ୍‌ ଚିହ୍ନଟ ହେବାକୁ ଲାଗିଥିଲା ୬୭ ଦିନ । ୨ ଲକ୍ଷ ଟପିଥିଲା ଆଉ ୧୨ ଦିନରେ, ୩ ଲକ୍ଷ ଟପିଥିଲା ଆଉ ୩ ଦିନରେ । ଏବେ ଦିନକୁ ଲକ୍ଷେ ଲେଖାଏଁ ବଢୁଛି ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା* *ମୃତ୍ୟୁସଂଖ୍ୟା ୪୭ ହଜାର ଟପିଲା, ପଜିଟିଭ୍‌ ସଂଖ୍ୟା ୯ ଲକ୍ଷ ୩୬ ହଜାର ଟପିଛି* COVID-19 TRACKER    https://www.covid19india.org/ 5th No corona affected patient of Odisha   *କେନ୍ଦ୍ର ସରକାର ଆରମ୍ଭ କଲେ କରୋନାଭାଇରସ୍ ଟ୍ରାକର୍ ଆପ୍ "ଆରୋଗ୍ୟ ସେତୁ'* ନୂଆଦିଲ୍ଲୀ: କରୋନାଭାଇରସ୍ ଟ୍ରାକ୍ କରିବାକୁ କେନ୍ଦ୍ର ସରକାର *"ଆରୋଗ୍ୟ ସେତୁ'* ନାମକ ଏକ *ଟ୍ରାକିଙ୍ଗ୍ ଆପ୍* ଆରମ୍ଭ କରିଛନ୍ତି । ଆପଣ କୌଣସି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖପାଖରେ ଅଛନ୍ତି କି, ନାହିଁ ତାହା ଏଥିରୁ ଜାଣିପାରିବେ । ସ୍ମାର୍ଟଫୋନ୍ ଲୋକେସନ୍ ଡାଟା ଏବଂ ବ୍ଲୁଟୁଥ୍ ବ୍ୟବହାର କରି ଏହି ଆପ୍ ବ୍ୟବହାରକାରୀଙ୍କୁ ସୂଚନା ଦେବ । ଅନ୍ୟ ଅର୍ଥରେ କହିବାକୁ ଗଲେ, ସମଗ୍ର ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ଡାଟାବେସକୁ ଯାଞ୍ଚ କରିବା ପରେ ଆପଣ ଥିବା ଅଞ୍ଚଳରେ କେହି ଆକ୍ରାନ୍ତ ଅଛନ୍ତି କି, ନାହିଁ ତାହା ଜଣାଇବ । ଏହାକୁ ପ୍ରସ୍ତୁତ କରିଛି "ଦ ନେକଷ୍ଟ୍ ୱେବ୍ ଫାଷ୍ଟ୍' । ଆକ୍ରାନ୍ତ ବ୍ୟକ୍ତି ଠିକ୍ କେଉଁ ସ୍ଥାନରେ ଅଛନ୍ତି ତାହା ...