ପଥର ମାରିଥିବା ଯୁବକଙ୍କୁ ଉଠାଇ ନେଲା ପୁଲିସ
ଅଶାନ୍ତି ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଟକ ଡିସିପି। ମଙ୍ଗଳାବାଗ ଅଞ୍ଚଳରେ ପଥର ମାଡ଼ କରିଥିବା ଯୁବକଙ୍କୁ ଉଠାଇ ନେଲା ପୁଲିସ। ଅଶାନ୍ତି ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଟକ ଡିସିପି। ଶୁଣନ୍ତୁ, ସେ ଆଉ କ’ଣ କହୁଛନ୍ତି