କିଛି ତଥ୍ୟ
କିଛି ତଥ୍ୟ:-
#COVID19
◾ ଏହା ଭାଇରସ ପଶୁପକ୍ଷୀଙ୍କ ଠାରୁ ବ୍ୟାପିଛି କହି କଥାକୁ ଚପେଇବାର ଉଦ୍ୟମ ନା ପ୍ରକୃତରେ ସେହି ହୁଆଙ୍ଗ ସହରର ବାୟୋକେମିକାଲ ଲ୍ଯାଵରୁ ଲିକ୍ ହୋଇଛି, ଯେଉଁଠାରେ ଜୈବିକ ଅସ୍ତ୍ର ତିଆରି ହେଉଥିଲା।
◾ଏହି ଭାଇରସ ବିଷୟରେ ସୂଚନା ଦେଇଥିବା ପ୍ରଥମ ପାଞ୍ଚ ଜଣ ଡାକ୍ତରଙ୍କ ଆଉ ପତା ହିଁ ନାହିଁ। ସେମାନଙ୍କୁ ଉଭାନ କରିଦିଆଗଲା ନା ମାରିଦିଆଗଲା।
◾କଣ ପାଇଁ COVID19 ରୋଗିଙ୍କ ଠାରୁ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ପ୍ରଥମ Sample କୁ ଚିନ୍ ସରକାର ଦ୍ବାରା ନଷ୍ଟ କରିଦିଆଗଲା?
◾ଏହା ଏକ ଘାତକ ମହାମାରୀ ଯାହା Chain ପ୍ରକ୍ରିୟାରେ ବ୍ୟାପୁଛି, ଏହା ଜାଣି ମଧ୍ୟ ଚିନ ନିଜ ଅନ୍ତଃରାଷ୍ଟ୍ରୀୟ ସିମାକୁ କ'ଣ ପାଇଁ ସିଲ୍ କଲା ନାହିଁ?
◾ କ'ଣ ପାଇଁ ଜାଣିଶୁଣି ପ୍ରାୟ ଦେଢ଼ମାସ ପର୍ଯ୍ୟନ୍ତ କୌଣସି ଲକଡାଉନ୍ ନକରି ନିଜ ଜନସାଧାରଣଙ୍କୁ ବିଦେଶ ବୁଲିବା ପାଇଁ ଛାଡ଼ିଲା। ଏବଂ ସାରା ବିଶ୍ବକୁ ଏ ବିଷୟରେ ଲୁଚାଇ ରଖିଲା।
◾W.H.O ର ଭୂମିକା ମଧ୍ୟ ଏବେ ସଂଦେହ ଘେରରେ।
◾ବଡ ଆଶ୍ଚର୍ଯ୍ୟର କଥା United Nation ରେ ମଧ୍ୟ ଏହି ବିଶ୍ଵ ମହାମାରୀକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ବୈଠକ ବସି ନାହିଁ। କାରଣ ବର୍ତ୍ତମାନ ଏକ ମାସ ପାଇଁ ଏହାର ମୂଲ୍ୟ ପରିଚାଳନା ଦାୟିତ୍ଵ ଚିନ୍ ହାତରେ।
◾ ଏହି ମହାମାରୀ ବିଶ୍ୱରେ କୌଣସି ଧନୀ- ଗରିବ, ଉଚ୍ଚପଦସ୍ଥ-ନିଚପଦସ୍ଥ ବାଛବିଚାର କରୁନଥିବା ବେଳେ ଆଶ୍ଚର୍ଯ୍ୟର କଥା ଚିନ୍ ରେ ଏପର୍ଯ୍ୟନ୍ତ କୌଣସି ଉଚ୍ଚପଦସ୍ଥ ନେତା, ମନ୍ତ୍ରୀ, ଯନ୍ତ୍ରୀ ବା କୌଣସି ସେଲିବ୍ରେଟିଙ୍କୁ ଏହା ଛୁଇଁ ନାହିଁ। ଏହା ସଂଯୋଗ ନା ପ୍ରୟୋଗ?
◾ତା ଠାରୁ ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି ସାରା ବିଶ୍ବ ଏପର୍ଯ୍ୟନ୍ତ ଏହି ମହାମାରୀ ଠାରୁ ବାହାରକୁ ବାହାରିବାର ବାଟ ଖୋଜୁ ଥିବାବେଳେ ଚିନ୍ ହଠାତ୍ ଏହି ମହାମାରୀରୁ ନିଜକୁ ଧିରେଧିରେ ମୁକ୍ତ ହେଉଛି ବୋଲି ଘୋଷଣା କରି ସାରା ବିଶ୍ବକୁ ସାହାଯ୍ୟ କରିବ ବୋଲି ପ୍ରଚାର କରୁଛି। ଭୁତ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡାଇବାର ଚାଲ ନୁହେଁ ତ?
◾ ସାରା ବିଶ୍ବର ଆର୍ଥିକ ରାଜଧାନୀ ମାନଙ୍କ ଉପରେ ଆକ୍ରମଣକରି ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଏକଛତ୍ରବାଦ ଭାବେ ରାଜ୍ କରିବାର ଷଡ଼ଯନ୍ତ୍ର ନୁହେଁ ତ?

Comments